୨କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ଅପରାଧ
  • 2018-11-26 13:58:17
  • 215

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି ଜିଲା ଅବକାରୀ ବିଭାଗ ଦ୍ୱାରା ଶନିବାର ୨କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରାଯାଇଛି। ଜିଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ତତ୍ତ୍ୱାବଧାନରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଓର୍କେଲ ଥାନା ପର୍କନମାଲା ପଞ୍ଚାୟତ ମଙ୍ଗରାଯୋଡି ଗ୍ରାମ ନିକଟ ଜଙ୍ଗଲରେ ୨୨ ଏକର ଜମିରେ ହୋଇଥିବା ଏହି ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି । REPORT- SURAJ KUMAR BEHERA, MALKANGIRI, ID NO- CO003