ଲିଙ୍କରୋଡ୍‌ ପେଟ୍ରୋଲ ପମ୍ପ୍‌ରେ ଅଗ୍ନିକାଣ୍ଡ

ଟ୍ୱିନ୍ ସିଟି
  • 2018-08-28 16:29:03
  • 287

କାନଭାସ୍ ଓଡିଶା(ବ୍ୟୁରୋ) : କଟକ, ଲିଙ୍କରୋଡ୍‌ ଅଞ୍ଚଳରେ ଥିବା ସନ୍ତୋଷ ପେଟ୍ରୋଲ ପମ୍ପ୍‌ରେ ଭୟାଭୟ ଅଗ୍ନିକାଣ୍ଡ । ଟ୍ୟାଙ୍କରରୁ ଅଣ୍ଡର ଗ୍ରାଉଣ୍ଡରେ ତେଲ ଭରିବା ବେଳେ ନିଆଁଲାଗି ଯାଇଥିଲା । ଟ୍ୟାଙ୍କରର ବ୍ୟାଟେରୀ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ୪୦ ଅଗ୍ନିଶମ କର୍ମଚାରୀ ନିଆଁଲିଭା କାର୍ୟ୍ୟରେ ନିଯୋଜିତ ଥିଲେ ।