ଖରସସ୍ରୋତା ଓ ତାହାର ଶାଖା ନଦୀରେ ଜଳସ୍ତର ବୃଦ୍ଧି

ତାଜା ଖବର
  • 2018-10-14 10:36:26
  • 460

କାନଭାସ୍ ଓଡିଶା(ବ୍ୟୁରୋ) : ବରୀ ନିର୍ବାଚନ ମଣ୍ଡଳୀର କିଛି ପଞ୍ଚାୟତ ନଦୀ କୂଳରେ ଓ କିଛି ନଦୀ ର ମଧ୍ୟ ଭାଗରେ ଥିବାବେଳେ ସେହି ଗ୍ରାମରେ ବସ ବାସ କରୁଥିବା ଲୋକମାନେ ଆଶା ଆଶଙ୍କାରେ ବସ ବାସ କରୁଛନ୍ତି । ଖରସ୍ରୋତା ଓ ତାହାର ସଖା ନଦୀ ତନ୍ତିଘାଇ ର ଜଳ ସ୍ତର ବୃଦ୍ଧି ପାଇବାକୁ ଲାଗୁଥିବା ବେଳେ ନଦୀ କୂଳରେ ବସ ବାସ କରୁଥିବ ଲୋକମାନେ ଏବେ ଭୟ ଅବସ୍ଥାରେ ଅଛନ୍ତି । ସେଥି ପ୍ରତି ପ୍ରଶାସନ କିମ୍ବା କୋଣସି ଲୋକ ପ୍ରତିନିଧିଙ୍କ ଦେଖା ଦର୍ଶନ ନାହିଁ ବୋଲି ଗ୍ରାମବାସୀ ମାନେ କହିଛନ୍ତି । ଏପରିକି ବରୀଲୋ , ଶାସନ, ଭଆରା, ପାଳସାହି, ଵୋଦୁଆ, କୁମ୍ଭୁକା , କନ୍ତିଆ, ସରବରା ଆଦି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।