କେବିସିରେ ଅମିତାଭଙ୍କ ସହ ନଜର ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଖେଳ
  • 2018-10-12 12:17:32
  • 259

କାନଭାସ୍ ଓଡିଶା(ବ୍ୟୁରୋ) : ନଭେମ୍ବର ୨୮ରୁ ଡିସେମ୍ବର ୨୯ତାରିଖ ପର୍ଯ୍ୟନ୍ତ ପୁରୁଷ ହକି ବିଶ୍ୱ କପ୍ ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜନ ହେବାକୁ ଯାଉଥିବା ବେଳେ ଏହାର ପ୍ରସାର ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିଲାଗି ଭାରତର ଏକ ପ୍ରମୁଖ ଟିଭି ଚ୍ୟାନେଲ ସୋନିରେ ପ୍ରସାରିତ ହେଉଥିବା ‘କୈାନ ବନେଗା କରୋଡପତି’ରେ ଦେଖାଦେବେ ନବୀନ ପଟ୍ଟନାୟକ । ଭାରତୀୟ ହକି ଟିମକୁ ନେଇ ଆଜି ରାତି ୯ଟା ସମୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘କର୍ମବୀର ଷ୍ପେସିଆଲ’ ମାଧ୍ୟମରେ ଭାରତୀୟ ହକି ଟିମକୁ ସ୍ୱାଗତ ଜଣାଇବେ ।